‘PAN PAN PAN’ ପାଇଲଟ କହିଲେ ଏମିତି, ବିମାନର ହେଲା ଜରୁରୀ ଅବତରଣ, ଜାଣନ୍ତୁ ଏହାର ଅର୍ଥ କ’ଣ ନୂଆଦିଲ୍ଲୀ,୧୭।୭: ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନର ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏହାର କାରଣ ଇଞ୍ଜିନରେ ତ୍ରୁଟି ବୋଲି କୁହାଯାଉଛି। ଇଣ୍ଡିଗୋ ବିମାନ 6E 6271 ଦିଲ୍ଲୀରୁ ଗୋଆ (ଦିଲ୍ଲୀ ଗୋଆ ଇଣ୍ଡିଗୋ ଫ୍ଲାଇଟ) ପାଇଁ...