ଖୁବଶୀଘ୍ର ଦେଶବ୍ୟାପୀ ହେବ ନିର୍ବାଚନ ତାଲିକା ସଂଶୋଧନ, ପ୍ରଥମ ପର୍ଯ୍ୟାୟରେ ଏସବୁ ରାଜ୍ୟ ନୂଆଦିଲ୍ଲୀ,୨୬ା୧୦: ନିର୍ବାଚନ ଆୟୋଗ (EC) ସୋମବାର ଅକ୍ଟୋବର ୨୭ ତାରିଖରେ ଦେଶର ବିଭିନ୍ନ ରାଜ୍ୟ ପାଇଁ ସ୍ୱତନ୍ତ୍ର (Special Intensive Revision – SIR) ଭୋଟର୍ ସଂଶୋଧନ ତାଲିକାର କାର୍ଯ୍ୟସୂଚୀ ଘୋଷଣା କରିବେ। କମିଶନର୍ ଜ୍ଞାନେଶ୍ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନ...