ବିଳିବିଳୋଉଛି ପାକିସ୍ତାନ: ଭାରତର ଓ୍ବେବ୍ସାଇଟ୍କୁ ପାକ୍ ହ୍ୟାକରଙ୍କ ଟାର୍ଗେଟ, ଜବାବ ଦେଉଛି ଗୁଇନ୍ଦା…. ନୂଆଦିଲ୍ଲୀ,୨।୫: ପାକିସ୍ତାନ ସମର୍ଥିତ ହ୍ୟାକର ଗ୍ରୁପ୍ଗୁଡ଼ିକ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ସାଇବର ମୋର୍ଚ୍ଚା ଖୋଲିବାକୁ ବିଫଳ ପ୍ରୟାସରେ ଲିପ୍ତ ଅଛନ୍ତି। ଗୁଇନ୍ଦା ସଂସ୍ଥାଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନରୁ କାର୍ଯ୍ୟ କରୁଥିବା ““Cyber Group HOAX1337” ” ଏବଂ…