ମୋଦିଙ୍କ ଅପମାନ ସହି ପାରିଲେନି ଆମେରିକାରେ ଥିବା ପାକିସ୍ତାନ ରାଷ୍ଟ୍ରଦୂତ, ଖ୍ବାଜା ମହମ୍ମଦ ଆସିଫଙ୍କର ନେଲେ କ୍ଲାସ ଇସଲାମାବାଦ,୨୬।୬: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏପରି କଥା କହିଛନ୍ତି ଯେ ତାଙ୍କ ନିଜ ଲୋକମାନେ ତାଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛନ୍ତି। ଗୋଟିଏ ପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଏବଂ…