‘ହ୍ୟାଣ୍ଡସେକ’ ବିବାଦର କଡ଼ା ଜବାବ ଦେଲେ ସୂର୍ଯ୍ୟକୁମାର ଯାଦବ, ପାକିସ୍ତାନୀ ସମର୍ଥକଙ୍କ ମୁହଁ ବନ୍ଦ ଦୁବଇ,୧୫।୯: ରବିବାର ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଟସ ସମୟରେ ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇ ନଥିଲେ। ଟିମ ଇଣ୍ଡିଆ ପୂରା ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରିଥିଲା ଏବଂ ବିଜୟ ପରେ…