ପାକିସ୍ତାନର ସାଂଘାତିକ ଧମକ, ଭାରତକୁ ଦୁଇଆଡୁ କରିବ ଆକ୍ରମଣ! ଇସଲାମବାଦ,୧୪।୧୧: ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ପୂର୍ବ ସୀମାରେ ଭାରତ ଏବଂ ପଶ୍ଚିମ ସୀମାରେ ଆଫଗାନ ତାଲିବାନ ବିରୋଧରେ ଦୁଇ ମୋର୍ଚ୍ଚା ଯୁଦ୍ଧ…