ପାକିସ୍ତାନ ଟ୍ରେନ୍ ଅପହରଣ କାହାଣୀ ଶେଷ: ୩୪୬ ବନ୍ଧକ ମୁକ୍ତ, ୨୮ ସୈନିକ ନିହତ ନୂଆଦିଲ୍ଲୀ, ୧୨ା୩: ପାକିସ୍ତାନ ସେନା ବୁଧବାର ବେଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀଙ୍କ ଦ୍ୱାରା ବନ୍ଧକ ରଖାଯାଇଥିବା ସମସ୍ତ ଟ୍ରେନ୍ ଯାତ୍ରୀଙ୍କୁ ସଫଳତାର ସହ ମୁକ୍ତ କରିଥିବା ସେନା ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଏହି ଅପରେଶନରେ ଅତି କମରେ ୩୩ ଆତଙ୍କବାଦୀ ନିହତ...