ମୁଁ ପଛକୁ ହଟିବି ନାହିଁ…ମୋଦିଙ୍କଠାରୁ ବଡ଼ ଦାୟିତ୍ୱ ମିଳିବା ପରେ କାହିଁକି ଏମିତି କହିଳେ ଶଶି ଥରୁର ନୂଆଦିଲ୍ଲୀ,୧୭।୫: ଅପରେଶନ ସିନ୍ଦୁର ପରେ ମଧ୍ୟ, ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିଛି। ଏହି ପରିପ୍ରେକ୍ଷୀରେ, ଏବେ ଭାରତର ୭ଟି ପ୍ରତିନିଧିମଣ୍ଡଳୀ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବେ। ଏଥିରେ ବରିଷ୍ଠ...