ମଞ୍ଚରେ ପାକିସ୍ତାନ ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣରେ ସେମାନେ ଗୁରୁତ୍ୱ ବହନ କରିଥାଆନ୍ତି ବୋଲି କୁହାଯାଇଆସୁଛି। ଭାରତୀୟ ଗଣମାଧ୍ୟମ…