ପାକିସ୍ତାନପଟୁ ଜୋରଦାର ମିସାଇଲ ମାଡ଼, ଭାରତରେ ବଡ଼ ବିସ୍ଫୋରଣ ଅମୃତସର, ୮।୫: ପଞ୍ଜାବର ଅମୃତସର ଜିଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଭାରତୀୟ ସେନା ପାକିସ୍ତାନରୁ ଆସିଥିବା ଏକ ମିସାଇଲକୁ ଅମୃତସର ନିକଟସ୍ଥ ଜେଠୋବାଲ ଅଞ୍ଚଳରେ ଧ୍ୱଂସ କରିଛି। ଏହି ମିସାଇଲର ଭଗ୍ନାବଶେଷ ଚିତ୍ୱା ଗାଁ ନିକଟରୁ ଉଦ୍ଧାର...