ଇରାନ ଅପେକ୍ଷା ଅଧିକ ଭୟଭୀତ ପାକିସ୍ତାନ: ଭୟରେ କହିଲା, ଆମେ ଧ୍ୱଂସ ପାଇଯିବୁ ଇସଲାମାବାଦ୍,୧୬।୬: ମଧ୍ୟପ୍ରାଚ୍ୟରେ ଘଟୁଥିବା ଘଟଣାଗୁଡ଼ିକର ପ୍ରତିଧ୍ୱନି ଏବେ ପାକିସ୍ତାନରେ ମଧ୍ୟ ଶୁଣାଯାଉଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ଏବେ ପରମାଣୁ ଅସ୍ତ୍ରଶସ୍ତ୍ର ଆଲୋଚନାକୁ ନେଇ ଆରମ୍ଭ ହୋଇଛି ଏବଂ ଏହା ହିଁ ପାକିସ୍ତାନକୁ ଥରହର କରିଛି।...