ରୋହିଙ୍ଗ୍ୟାଙ୍କୁ ହତିଆର କରି ବଡ଼ ଷଡ଼ଯନ୍ତ୍ର କରୁଛି ପାକିସ୍ତାନ; କଶ୍ମୀର-ଦିଲ୍ଲୀରେ ହୋଇପାରେ ବଡ଼ ଆକ୍ରମଣ ଇସଲାମାବାଦ,୭।୬: ଭାରତର ବଡ଼ ଶତ୍ରୁମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)। ଏହା ଏବେ କେବଳ କାଶ୍ମୀରରେ ନୁହେଁ ବରଂ ଭାରତର ପଡ଼ୋଶୀ ଦେଶ ମିଆଁମାର ଅର୍ଥାତ ବର୍ମାରେ ମଧ୍ୟ ନିଜର କାୟା ବିସ୍ତାର କରିବାକୁ ଚେଷ୍ଟା...