ଭାରତ ସହିତ ଉତ୍ତେଜନା ମଧ୍ୟରେ ଶେହବାଜଙ୍କ ଟେନ୍ସନ ବଢାଇଲେ ଇମ୍ରାନ: କହିଲେ, ମୁଁ ଶପଥ ନେଉଛି… ଇସଲାମାବାଦ୍,୨୮।୫: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେହବାଜ୍ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ସ୍ବେଚ୍ଛାଚାର ଏବଂ ଦମନର ଶିକାର ହେବା ଅପେକ୍ଷା ତାଙ୍କ ସମଗ୍ର ଜୀବନ ଜେଲରେ ବିତାଇବାକୁ ପସନ୍ଦ କରିବେ। ସେ ସାମରିକ ପ୍ରତିଷ୍ଠାନକୁ ସ୍ପଷ୍ଟ…