ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଡରାଇଲାଣି ହତ୍ୟାର ଭୟ, କହିଲେ ଯଦି ମୋର କିଛି ହୁଏ… ଲାହୋର,୧୭।୭: ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ତାଙ୍କ ଦଳର ସଦସ୍ୟମାନଙ୍କୁ କହିଛନ୍ତି ଯେ ଯଦି ତାଙ୍କ ସହିତ ଏଠାରେ କିଛି ହୁଏ, ତେବେ ଏଥିପାଇଁ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଦାୟୀ...