ପାକିସ୍ତାନର F-16 ବିମାନକୁ ଖସାଇଲା ଭାରତୀୟ ବାୟୁ ସେନା ନୂଆଦିଲ୍ଲୀ,୮।୫: ପାକିସ୍ତାନ ଜମ୍ମୁ ଏବଂ ପଞ୍ଜାବର ଏକାଧିକ ସ୍ଥାନରେ ଆକ୍ରମଣ ଆରମ୍ଭ କରିବା ପରେ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ପାକିସ୍ତାନର F-16 ଯୁଦ୍ଧବିମାନକୁ ଗୁଳି କରି ଖସାଇଛି। ଏହା ସହିତ, ଜମ୍ମୁ ଓ କାଶ୍ମୀରର ଉଧମପୁର ଏବଂ ରାଜସ୍ଥାନର...