ଅପମାନିତ ହେଲା ପାକିସ୍ତାନ! ଆମେରିକା ସାଂସଦ କହିଲେ ପ୍ରଥମେ ‘ଜୈଶ-ଏ-ମହମ୍ମଦ ଉପରେ ଆକ୍ସନ ନିଅ’ ଓ୍ବାଶିଂଟନ,୭।୬: ଅପରେଶନ ସିନ୍ଦୂର ପରେ, ଭାରତ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ପର୍ଦ୍ଦାଫାସ କରିବା ପାଇଁ ବିଦେଶରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇଥିଲା। ଏହାକୁ ନକଲ କରି, ପାକିସ୍ତାନ ବିଲାୱଲ ଭୁଟ୍ଟୋଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଧ୍ୟ ଆମେରିକାକୁ...