ଆସନ୍ତାକାଲି ପାକିସ୍ତାନ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ, ଭାରତ ନେବ ବଡ଼ ଆକ୍ସନ! ନୂଆଦିଲ୍ଲୀ, ୮।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ମେ ୯ ତାରିଖ ପାକିସ୍ତାନ ପାଇଁ ଏକ ର୍ନିଣ୍ଣାୟକ ଦିନ ହେବ। ଏହି ଦିନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନର ଚାଲିଥିବା ୩୭ ମାସିଆ ଏକ୍ସଟେଣ୍ଡେଡ ଫଣ୍ଡ…