ଭାରତର ହମଲାରେ ଭିକ ମାଗିଲା ପାକିସ୍ତାନ: ନିଜ ବନ୍ଧୁ ରାଷ୍ଟ୍ରଙ୍କୁ ମାଗିଲା ଋଣ ନୂଆଦିଲ୍ଲୀ,୯ା୫: ଭାରତର ସାମରିକ ଆକ୍ରମଣରେ ବିପର୍ଯ୍ୟସ୍ତ ହୋଇଥିବା ପାକିସ୍ତାନ ଏବେ ଆର୍ଥିକ ସଙ୍କଟରେ ପଡ଼ିଛି। ବୁଧବାର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ‘ଅପରେସନ ସିନ୍ଦୁର’ ଅଧୀନରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ୯ଟି ଆତଙ୍କବାଦୀ ଅଡ୍ଡା...