ଯୁଦ୍ଧ ହେଲେ ମାତ୍ର ଚାରି ଦିନ ତିଷ୍ଠିବନି ପାକିସ୍ତାନ, ପାଖରେ ନାହିଁ ଆବଶ୍ୟକ ଯୁଦ୍ଧାସ୍ତ୍ର: ରିପୋର୍ଟ
ନୂଆଦିଲ୍ଲୀ,୪ା୫: ଗତ ମାସରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସହ ଉତ୍ତେଜନା ମଧ୍ୟରେ, ପାକିସ୍ତାନୀ ସୈନ୍ୟବାହିନୀ ଗୁରୁତ୍ୱପୂର୍ଣ୍ଣ ଆର୍ଟିଲାରୀ ଗୋଳାବାରୁଦର ତୀବ୍ର ଅଭାବର ସମ୍ମୁଖୀନ ହେଉଛି, ଯାହା ମାତ୍ର ଚାରି ଦିନ ପାଇଁ ଯୁଦ୍ଧ କ୍ଷମତା ବଜାୟ ରଖିପାରିବ,...


