ସତ ମାନିଲା ପାକିସ୍ତାନ, ଅପରେଶନ ସିନ୍ଦୂର ସମୟରେ ପରଦା ପଛରେ ପାକିସ୍ତାନକୁ ସାହାଯ୍ୟ କରୁଥିଲା ଚାଇନା! ଇସଲାମାବାଦ,୨୬।୬: ଅପରେଶନ ସିନ୍ଦୂର ଅଧୀନରେ, ଭାରତ ଆତଙ୍କବାଦୀଙ୍କ ପାଇଁ ଏକ ଆଶ୍ରୟସ୍ଥଳ ହୋଇଥିବା ପାକିସ୍ତାନ ଉପରେ ଏପରି ଆଘାତ ଦେଇଛି ଯେ ଏହାକୁ ସେ ଶତାବ୍ଦୀ ଧରି ଭୁଲି ପାରିବ ନାହିଁ। ଏହି ସମୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ…