ଭାରତ ବିରୋଧରେ ବିଷ ଓଗାଳୁଥିବା PAK ରାପର ଏବେ ଉଡ଼ାଇଲେ ତ୍ରିରଙ୍ଗା ଇସଲାମାବାଦ,୧୭।୧୧: ରବିବାର (ନଭେମ୍ବର ୧୬) ନେପାଳରେ ଏକ କନସର୍ଟ ସମୟରେ ପାକିସ୍ତାନୀ ରାପର୍ ତଲହା ଅଞ୍ଜୁମ ମଞ୍ଚରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ବନ୍ଧୁତାର ବାର୍ତ୍ତା ଦେବା ପାଇଁ ଏହାକୁ ତାଙ୍କ ପିଠିରେ ରଖି ରାପ କରିଥିଲେ। ତଥାପି, ତଲହା…