ପରମାଣୁ ଅସ୍ତ୍ରାଗାରର ଆଧୁନିକୀକରଣ କରୁଛି ପାକିସ୍ତାନ, ଭାରତକୁ ଅସ୍ତିତ୍ୱର ବିପଦ ଭାବରେ ଦେଖୁଛି: ଆମେରିକା ରିପୋର୍ଟ ନୂଆଦିଲ୍ଲୀ,୨୪ା୫: ଆମେରିକାର ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସି (DIA) ର ଏକ ସାମ୍ପ୍ରତିକ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ନିଜର ପରମାଣୁ ଅସ୍ତ୍ରାଗାରର ଆଧୁନିକୀକରଣ କରୁଛି ଏବଂ ଭାରତକୁ ଏକ ଅସ୍ତିତ୍ୱଗତ ବିପଦ ଭାବେ ଦେଖୁଛି। ‘2025 ବିଶ୍ୱ ବିପଦ ମୂଲ୍ୟାଙ୍କନ’...