ଅବୈଧ ଦଖଲ ଖାଲି କର! PAK ଆର୍ମି ଚିଫଙ୍କ Kashmir ଉପରେ ଦେଇଥିବା ବୟାନକୁ ନେଇ ଜବାବ ରଖିଲା ଭାରତ ନୂଆଦିଲ୍ଲୀ,୧୭।୪: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଏକ ସଦ୍ୟ ବିବୃତ୍ତିରେ କହିଛନ୍ତି ଯେ ‘Kashmir ହେଉଛି ଇସଲାମାବାଦର ଗଳାଶିରା’। ଭାରତ ଏହା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ...