କାହିଁକି ଏତେ କୋଟି ଟଙ୍କାରେ ନିଲାମ ହେଲା ମହାତ୍ମା ଗାନ୍ଧୀଙ୍କ ଏହି ୯୪ ବର୍ଷ ପୁରୁଣା ପେଣ୍ଟିଂ? ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତା ଲଣ୍ଡନ,୧୬।୭: ବ୍ରିଟେନର ରାଜଧାନୀ ଲଣ୍ଡନରେ ମହାତ୍ମା ଗାନ୍ଧୀଙ୍କ ଏକ ଦୁର୍ଲଭ ପେଣ୍ଟିଂ ନିଲାମ ହୋଇଛି। କୁହାଯାଏ ଯେ ଏହା ଏକମାତ୍ର ଫଟୋ ଯାହା ପାଇଁ ମହାତ୍ମା ଗାନ୍ଧୀ ପୋର୍ଟ୍ରେଟ ମୋଡରେ ବସିଥିଲେ ଏବଂ ଚିତ୍ରକାର ତାଙ୍କ ସମ୍ମୁଖରେ ବସି ଏହି...