ପହଲଗାମ ହତ୍ୟାକାଣ୍ଡ ପରେ ଭାରତ ଉପରେ ୧୦ ଲକ୍ଷରୁ ଅଧିକ ସାଇବର ଆଟାକ୍ ନୂଆଦିଲ୍ଲୀ, ୨।୫: ମହାରାଷ୍ଟ୍ର ସାଇବର, ରାଜ୍ୟ ପୋଲିସର ସାଇବର ଅପରାଧ ବିଭାଗ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସିଷ୍ଟମ ଉପରେ ପାକିସ୍ତାନ ସମେତ ବିଭିନ୍ନ ଦେଶରୁ ହ୍ୟାକିଂ ଗ୍ରୁପମାନଙ୍କ ଦ୍ୱାରା ୧୦ ଲକ୍ଷରୁ ଅଧିକ ସାଇବର ଆକ୍ରମଣ ରେକର୍ଡ...