କୃଷି ଅଭିବୃଦ୍ଧିରେ ଗୁଜରାଟ ଏକ ମଡେଲ: ପି.କେ. ମିଶ୍ର ଭି.ଭି.ନଗର,୪ା୯: ଗତ ୨୫ ବର୍ଷରେ ଗୁଜରାଟର କୃଷି କ୍ଷେତ୍ର ଏକ ନବପ୍ରବର୍ତ୍ତନ, ନମନୀୟ ଓ ଅଭିବୃଦ୍ଧିର ମଡେଲ ଭାବେ ଉଭା ହୋଇଛି। ଗୁଜରାଟ ଏକ ବଜାରଭିତ୍ତିକ କୃଷି କ୍ଷେତ୍ରର ଅର୍ଥନୀତି ରୂପେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଦୃଷ୍ଟାନ୍ତ ପାଲଟିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ...