୮ ବର୍ଷ ସାନ ପ୍ରେମିକ, ୨ ସନ୍ତାନର ମା’ଙ୍କୁ ୧୭ ଥର ଛୁରୀ ଭୁସି କଲେ ହତ୍ୟା, OYO Roomରେ ମିଳିଲା… ବେଙ୍ଗାଲୁରୁ,୯।୬: ବେଙ୍ଗାଲୁରୁର ଏକ ହୋଟେଲରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ OYO ହୋଟେଲରେ ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକ ଛୁରୀ ଭୁସି ହତ୍ୟା କରିଛନ୍ତି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିଲା, କିନ୍ତୁ ଏହାର ଦୁଇ...