ଗଞ୍ଜାମ,୧୪ା୯(ବିଦ୍ୟାଧର ସାହୁ): ପୂର୍ବକାଳରେ ଚାଷକାର୍ଯ୍ୟ ନିମନ୍ତେ ଶଗଡ଼ ବଳଦର ନିହାତି ଆବଶ୍ୟକତା ଥିଲା। ଜମିରେ ହଳଠାରୁ ଅମଳ ପର୍ଯ୍ୟନ୍ତ ଶଗଡ଼ ବଳଦ ଦ୍ୱାରା ଚାଷକାର୍ଯ୍ୟ ସମ୍ପନ୍ନ ହୋଇଥାଏ।…