ଅଭୟଙ୍କ ଇସ୍ତଫା ପରେ OSSC ଅଧ୍ୟକ୍ଷ ହେଲେ ସୁଧାକର ବୁର୍ଗୀ ଭୁବନେଶ୍ୱର,୨୨ା୫: ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଏବଂ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC)ର ବର୍ତ୍ତମାନ ସଦସ୍ୟ ସୁଧାକର ବୁର୍ଗୀଙ୍କୁ OSSCର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା ଗ୍ରହଣ ପରେ ଏହି...