Oscar Awards 2025: ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନ, ଅଭିନେତା ଆଡ୍ରିଏନ୍ ବ୍ରୋଡି ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୩: ୨୦୨୫ର ୯୭ତମ ଓସ୍କାର ପୁରସ୍କାର ଉତ୍ସବ ଆମେରିକାର ଲସ୍ ଏଞ୍ଜେଲସ୍ରେ ସୋମବାର ଅନୁଷ୍ଠିତ ହୋଇଛି। ଭାରତୀୟ ସମୟ ସକାଳ ୫:୩୦ରେ ଏହି ଉତ୍ସବ ଆରମ୍ଭ ହୋଇଥିଲା। ତେବେ ଏହି ଶ୍ରେଷ୍ଠ ପୁରସ୍କାର କେଉଁମାନଙ୍କୁ ମିଳିଛି ଜାଣନ୍ତୁ ସେ ସମ୍ପର୍କରେ…...