Operation Sindoor

ଅପରେସନ ସିନ୍ଦୁର ସମୟରେ ସ୍ଵର୍ଣ୍ଣ ମନ୍ଦିରରେ ମୁତୟନ ହୋଇ ନ ଥିଲା ଏୟାର ଡିଫେନ୍ସ ଗନ; ଦାବିକୁ ଖଣ୍ଡନ କାଳାନ ଭାରତୀୟ ସେନା

ନୂଆଦିଲ୍ଲୀ, ୨୦।୫: ଭାରତୀୟ ସେନା ମଙ୍ଗଳବାର ଏହି ରିପୋର୍ଟକୁ ଖଣ୍ଡନ କରିଛି ଯେ ଚଳିତ ମାସର ଆରମ୍ଭରେ ପାକିସ୍ତାନୀ ଡ୍ରୋନ ଏବଂ ମିସାଇଲ ଆକ୍ରମଣକୁ ରୋକିବା ପାଇଁ…

8 months ago

ଶାହାଙ୍କ କ୍ଷମା ପ୍ରାର୍ଥନା ଖାରଜ: ସୁପ୍ରିମକୋର୍ଟ କହିଲେ, ଏସବୁ କୁମ୍ଭୀର କାନ୍ଦଣା

ନୂଆଦିଲ୍ଲୀ,୧୯।୫: କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହାଙ୍କ କ୍ଷମା ପ୍ରାର୍ଥନାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଶାହାଙ୍କ ବିରୋଧରେ ରୁଜୁ…

8 months ago

ସିନ୍ଦୂର ଉପରେ ‘ଅପରେଶନ ସିନ୍ଦୂର’

ଭୁବନେଶ୍ୱର, ୧୯।୫(ସୌମ୍ୟରଞ୍ଜନ ରାଉତ): ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ପାକିସ୍ତାନ ଉପରେ କରାଯାଇଥିବା ‘ଅପରେଶନ୍‌ ସିନ୍ଦୂର’କୁ ନେଇ ଦେଶସାରା ଗୋଟେ ‘ଘୋ’ ଚାଲିଛି। ଦୁଇ…

8 months ago

ପାକିସ୍ତାନ ଟାର୍ଗେଟ୍‌ରେ ଥିଲା ସ୍ବର୍ଣ୍ଣ ମନ୍ଦିର: ସବୁ ଯୋଜନା ପଣ୍ଡ, ହେଲା ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୯।୫: ଭାରତ ଅପରେଶନ ସିନ୍ଦୁର ମାଧ୍ୟମରେ ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦୀମାନଙ୍କୁ ଏକ ଶିକ୍ଷା ଦେଇଥିଲା। କିନ୍ତୁ ପାକିସ୍ତାନ ତଥାପି ତାର କାର୍ଯ୍ୟକଳାପ ବନ୍ଦ କରି ନ ଥିଲା।…

8 months ago

ପାକିସ୍ତାନର ପୋଲ୍‌ ଖୋଲିବାକୁ ଚାହୁଁନାହାନ୍ତି ୟୁସୁଫ ପଠାନ: ସଂସଦୀୟ ଦଳ ସହିତ ଯିବାକୁ କଲେ ମନା

ନୂଆଦିଲ୍ଲୀ,୧୯।୫: ପାକିସ୍ତାନର ପୋଲ୍‌ ଖୋଲିବା ପାଇଁ ଭାରତ ଅନେକ ଦେଶକୁ ଏମ୍‌ପିଙ୍କ ଏକ ପ୍ରତିନିଧିମଣ୍ଡଳ ପଠାଇବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ବ୍ୟତୀତ…

8 months ago

ରାତିଅଧରେ ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରିଥିଲା ଭାରତ, ଶୋଇ ପାରି ନ ଥିଲେ ପ୍ରଧାନମନ୍ତ୍ରୀ, ଏବେ ମାନିଲେ…

ଇସ୍‌ଲାମାବାଦ,୧୮ା୫: ଅପରେଶନ ସିନ୍ଦୂର ବେଳେ ପାକିସ୍ତାନର ରାଓ୍ବଲପିଣ୍ଡିସ୍ଥିତ ନୁର୍‌ ଖାନ୍‌ ଏୟାରବେସ୍‌ ଓ ଅନ୍ୟ କେତେକ ସ୍ଥାନରେ ଭାରତ ଆକ୍ରମଣ କରିଥିବା ଏହାର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌…

8 months ago

ମୁଁ ପଛକୁ ହଟିବି ନାହିଁ…ମୋଦିଙ୍କଠାରୁ ବଡ଼ ଦାୟିତ୍ୱ ମିଳିବା ପରେ କାହିଁକି ଏମିତି କହିଳେ ଶଶି ଥରୁର

ନୂଆଦିଲ୍ଲୀ,୧୭।୫: ଅପରେଶନ ସିନ୍ଦୁର ପରେ ମଧ୍ୟ, ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିଛି। ଏହି ପରିପ୍ରେକ୍ଷୀରେ, ଏବେ ଭାରତର ୭ଟି ପ୍ରତିନିଧିମଣ୍ଡଳୀ ଆତଙ୍କବାଦ ବିରୋଧରେ ଭାରତର…

8 months ago

ଶଶି ଥରୁରଙ୍କୁ ଦାୟିତ୍ୱ ଦେଇ ବଡ଼ ଗେମ୍‌ ଖେଳିଦେଲେ ମୋଦି: ଏବେ ପାକିସ୍ତାନ ପାଇବ ପାନେ

ନୂଆଦିଲ୍ଲୀ,୧୭।୫: ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିଛି। ଅପରେଶନ ସିନ୍ଦୂର ପରେ, ଭାରତର ଏକ ୭ ଜଣିଆ ପ୍ରତିନିଧିମଣ୍ଡଳ ଏହି ମାସ ଶେଷରେ ମିଳିତ ଜାତିସଂଘ…

8 months ago

Operation Sindoor: ହମାସ ଶୈଳୀରେ ମିଛ ପ୍ରଚାର କରୁଛି ପାକିସ୍ତାନ: ଆମେରିକୀୟ ଲେଖକ କଲେ ପର୍ଦ୍ଦାଫାସ

ନୂଆଦିଲ୍ଲୀ,୧୭।୫: ଅପରେଶନ ସିନ୍ଦୁର ପରେ, ଗୋଟିଏ ପଟେ ପାକିସ୍ତାନ ଅସ୍ତ୍ରବିରତି କଥା କହୁଥିବା ବେଳେ, ଅନ୍ୟପଟେ ଏହା ସୋସିଆଲ ମିଡିଆ ଏବଂ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକ ନୂତନ…

8 months ago

ଅପରେଶନ ସିନ୍ଦୂରରେ ଶହୀଦ ମେଜର ପବନ କୁମାରଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି: ବାପା କହିଲେ…

ଶ୍ରୀନଗର,୧୭।୫: ଅପରେଶନ ସିନ୍ଦୂରରେ ଶହୀଦ ହୋଇଥିବା ମେଜର ପବନ କୁମାରଙ୍କୁ ଜେନେରାଲ ଅଫିସର କମାଣ୍ଡିଂ (GoC) ହ୍ବାଇଟ ନାଇଟ କର୍ପସ ଲେଫ୍ଟନାଣ୍ଟ ଜେନେରାଲ ପି.କେ ମିଶ୍ର ଏବଂ…

8 months ago

ମୋତେ ରାତି ୨.୩୦ରେ ମୁନିରଙ୍କ ଫୋନ୍‌ ଆସିଥିଲା… Operation Sindoorକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଶେହବାଜ ଶରିଫ

ଇସଲାମାବାଦ୍‌,୧୭।୫:ଅପରେଶନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ ୭ ରୁ ୧୧ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନ ଲଗାତାର ଭାବରେ ଡ୍ରୋନ…

8 months ago

କିଏ ଦେଇଥିଲେ Operation Sindoor ନାଁ: ରାଜନାଥ ସିଂ କଲେ ଖୁଲାସା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଅପରେଶନ ସିନ୍ଦୂରକୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି। ପ୍ରତିରକ୍ଷା ବିଶେଷଜ୍ଞମାନେ ସ୍ବୀକାର କରିଛନ୍ତି, ଏହା ନିଜେ…

8 months ago