ଅପରେସନ ମିଡନାଇଟ ହାମର: ୨୫ ମିନିଟରେ ଇରାନର ତିନୋଟି ପରମାଣୁ ସ୍ଥାନକୁ କିପରି ଧ୍ୱଂସ କଲା ଆମେରିକା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ଓ୍ୱାଶିଂଟନ,୨୨ା୬: ଆମେରିକା ଶନିବାର ଇରାନର ତିନୋଟି ପ୍ରମୁଖ ପରମାଣୁ ସ୍ଥାନ—ଫୋର୍ଡୋ, ନାଟାନ୍ଜ ଓ ଇସଫାହାନ—ଉପରେ ଆକ୍ରମଣ କରିଥିବା ସାମରିକ ଅଭିଯାନକୁ ‘ଅପରେସନ ମିଡନାଇଟ ହାମର’ ନାମ ଦିଆଯାଇଛି। ଏହି ଅଭିଯାନ ୨୫ ମିନିଟରେ ସମ୍ପନ୍ନ ହୋଇଥିଲା ଏବଂ ଇରାନର ଆକାଶ...