ପୁଣି କିମ୍ ଯଙ୍ଗ୍ ଉନ୍ ବିଜୟୀ ପୋଙ୍ଗୟାଙ୍ଗ୍ ,୧୯ା୩: ଉତ୍ତର କୋରିଆ ଶାସକ କିମ୍ ଯଙ୍ଗ୍ ଉନ୍ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ ୧୫ରେ ନିର୍ବାଚନ କରାଯାଇଥିଲା। ଏଥିରେ କିମ୍ଙ୍କ ଓ୍ବାର୍କର ପାର୍ଟି ଅଫ୍ କୋରିଆ ଏବଂ…