ତେହରାନ୍ର ପାନୀୟଜଳ, ସ୍ବେରେଜ୍ରେ ମିଶିଲା ତେଲ ତେହରାନ୍ ,୧୦ା୩: ତେହରାନ୍ ଏବଂ ଏହାର ଆଖପାଖ ଅଞ୍ଚଳର ପ୍ରମୁଖ ପେଟ୍ରୋଲିୟମ ଡିପୋ ଉପରେ ରବିବାର ହୋଇଥିବା ଆକ୍ରମଣ ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି। ଗୋଟିଏ ପଟେ ନିଆଁ ଲାଗି ତୈଳ ଡିପୋଗୁଡିକରେ ସ୍ଥିତି ଗମ୍ଭୀର ହୋଇପଡ଼ିଥିଲାବେଳେ କ୍ଷତିଗ୍ରସ୍ତ ଡିପୋରୁ ତେଲ ନିର୍ଗତ…