ବନ୍ଧ ଉପରକୁ ମାଡ଼ିଆସିଲା କୁମ୍ଭୀର: ଲୋକଙ୍କ ମଧ୍ୟରେ କୋକୁଆ ଭୟ ମହାକାଳପଡ଼ା,୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲର ଛପାଲି-ସ୍କୁଲଘେରି ଗ୍ରାମ ନିକଟରେ କେନାଲ ବନ୍ଧ ଉପରେ ରବିବାର ବିଳମ୍ବିତ ରାତିରେ କୁମ୍ଭୀର ରାସ୍ତା ଅତିକ୍ରମ କରୁଥିବା ଜଣାପଡିଛି। ଲୋକମାନେ ଦେଖି ଭୟଭୀତ ହୋଇପଡ଼ିଥିଲେ। ଅପରପକ୍ଷରେ ଏହି...