ଓଡ଼ିଶାର ଶ୍ରେଷ୍ଠ ୧୦ ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟ, ଯାହାବିନା ଓଡ଼ିଶା ଆସିବା ଅଧୁରା ସୁଆଦିଆ ଖାଦ୍ୟକୁ ନେଇ ଭାରତ ପ୍ରସିଦ୍ଧି ହାସଲ କରିଛି। ଖାଇବା ପିଇବା ପଦ୍ଧତିକୁ ଛାଡିଦେଲେ ରୋଷେଇ କରିବାର ପ୍ରକ୍ରିୟାକୁ ନେଇ ମଧ୍ୟ ଆମ ଦେଶ ପଛରେ ପଡିନି। ତେବେ ଆମେ ଆଜି ଓଡ଼ିଶା ବିଷୟରେ କହିବାକୁ ଯାଉଛୁ ଯାହାର ସଂସ୍କୃତି...