odisha

ସରକାରୀ ଦେଶୀମଦ ଦୋକାନ ଜାଳିଦେଲେ ଦୁର୍ବୃତ୍ତ, ଜଳିଗଲା ୪ଲକ୍ଷ ଟଙ୍କାର ମଦ

ତିହିଡି଼, ୨୬।୧୧(ସଞ୍ଜିତ ବଳ): ତିହିଡି଼ ବଜାରରେ ଥିବା ସରକାରୀ ଦେଶୀମଦ ଦୋକାନକୁ ମଙ୍ଗଳବାର ରାତିରେ କେତେକ ଦୁର୍ବୃତ୍ତ ପେଟ୍ରୋଲ ପକାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ମଦ…

2 weeks ago

ସୃଷ୍ଟି ହେଲା ବାତ୍ୟା ‘ସେନ୍ୟାର’: ଏଇଠି କରିବ ଲ୍ୟାଣ୍ଡଫଲ, ହଠାତ୍‌ ଓଡ଼ିଶାରେ…

ଭୁବନେଶ୍ୱର,୨୬।୧୧: ସୃଷ୍ଟି ହେଲା ବାତ୍ୟା ସେନ୍ୟାର। ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଉତ୍ତର ପୂର୍ବରେ ବାତ୍ୟା ସେନ୍ୟାର ସୃଷ୍ଟି ହୋଇଛି । ଆଜି ଇଣ୍ଡୋନେସିଆ ଉପକୂଳକୁ ପୂର୍ବାହ୍ନରେ…

2 weeks ago

କାଲିଠୁ ଶୀତକାଳୀନ ଅଧିବେଶନ: ପ୍ରଥମ ଦିନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି; କଡ଼ାକଡ଼ି ହେଲା…

ଭୁବନେଶ୍ୱର,୨୬ା୧୧(ତ୍ରିନାଥ ମହାନ୍ତି): ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥର ବିଧାନସଭା ଅଧିବେଶନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣୁ ବ୍ଲୁ-ବୁକ୍‌ ଗାଇଡ୍‌ଲାଇନ୍‌…

2 weeks ago

୨୨ ଏକର ଜମିରେ ଗଞ୍ଜେଇ ଚାଷ, ଅତର୍କିତ ଚଢ଼ାଉ କରି ଗଛ ନଷ୍ଟ କଲା ଜି.ଉଦୟଗିରି ପୋଲିସ

ଜି.ଉଦୟଗିରି,୨୫।୧୧( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଅନ୍ତର୍ଗତ ଗଲାମାହା ପଞ୍ଚାୟତ ପେଟାପାଙ୍ଗା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଜି.ଉଦୟଗିରି ପୋଲିସ…

2 weeks ago

ବଦଳିବ ସମୀକରଣ! ଦୁଇ ଯୁବ ନେତାଙ୍କୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋରଦାର…

ଗୋପାଳପୁର,୨୫।୧୧(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ପରଠାରୁ ଗଞ୍ଜାମ  ପଟ୍ଟ ପରିବର୍ତନ ହୋଇଛି। ରାଜ୍ୟରେ ଭାଜପା ଶାସନ ଭାର ଗ୍ରହଣ କରିଥିବା ବେଳେ ଗଞ୍ଜାମ ରାଜନୀତିରେ ମଧ୍ୟ…

2 weeks ago

ବାଲି ମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାରଙ୍କ କର୍ମଚାରୀ ଆହତ , ଦୁଇ ଗିରଫ

ବୈଶିଙ୍ଗା,୨୫|୧୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ତହସିଲଦାରଙ୍କ ଉପରେ ୧୮ ନଂ ଜାତୀୟ ରାଜପଥର ତୁଳସୀଚଉରା ନିକଟରେ ଚୋରା ବାଲି ଟ୍ରାକ୍ଟରକୁ ଅଟକାଇବା ଘଟଣାରେ ଉତକ୍ଷିପ୍ତ ହୋଇ…

2 weeks ago

କଳାହାଣ୍ଡି ପାଇଁ ଗୌରବ ଆଣିଲେ କ୍ୟାଡେଟ୍‌ ନମିତା ସାହୁ

ଭବାନୀପାଟଣା,୨୫।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କଳା ତୃତୀୟ ବର୍ଷର ଛାତ୍ରୀ ତଥା ଆର୍ମି ଏନ୍‌ସିସିର ଜୁନିୟର ଅଣ୍ଡର ଅଫିସର ନମିତା…

2 weeks ago

୨୦୩୬ ସୁଦ୍ଧା ୫୦୦ ବିଲିୟନ ଅର୍ଥନୀତି ପାଇଁ ଓଡ଼ିଶାକୁ ୫ ଗୁଣା ଅଭିବୃଦ୍ଧି କରିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ ମାଝୀ

ଭୁବନେଶ୍ୱର,୨୫।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର କହିଛନ୍ତି ଯେ, ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାରର ଅର୍ଥନୀତି ହାସଲ କରିବାକୁ ହେଲେ ଓଡ଼ିଶାକୁ ଆସନ୍ତା ଦଶନ୍ଧି…

2 weeks ago

ମା’ଙ୍କ ଶୁଦ୍ଧି କାର୍ଯ୍ୟ ପାଇଁ ଯାଉଥିଲେ: ଟାଟା ଏସିଇ ସହ ମୁହାଁମୁହିଁ ଧକ୍କା; ଚାଲିଗଲା ସାନଭାଇଙ୍କ ଜୀବନ, ବଡ଼ଭାଇ…

ଦିଗପହଣ୍ଡି,୨୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି - ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟରେ ମଙ୍ଗଳବାର…

2 weeks ago

ଓଭରଟେକ୍‌ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା: କାର୍‌ ଚୁରମାର, ଡ୍ରାଇଭର…

କୋରାପୁଟ,୨୫।୧୧(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠରେ ଥିବା ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟ ନିକଟରେ ଥିବା ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକକୁ…

2 weeks ago

ବରଗଡ଼ର ଏହି ରାସ୍ତାରେ ଭାରୀଯାନ ଚଳାଚଳ ଉପରେ ଲାଗିଲା ରୋକ୍, ମାସେ ଧରି ବଳବତ୍ତର ରହିବ…

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ବରପାଲି ଗାନ୍ଧିଛକଠାରୁ ରାମପୁର ରାସ୍ତାରେ ଭାରୀଯାନ ଚଳାଚଳ ଉପରେ ଜିଲା ପ୍ରଶାସନ କଟକଣା ଜାରି କରିଛି। ଜିଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି(ନ‍ଂ-୨୮୨୪,…

2 weeks ago

ବରଗଡ଼ ଆସୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ)- ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ବରଗଡ଼ ଗସ୍ତରେ ଆସୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ୪୫ମିନିଟରେ ସେ ଛତିଶଗଡ଼…

2 weeks ago