odisha

୩୦ ଯାଏ ସରକାରୀ କର୍ମଚାରୀଙ୍କୁ ଛୁଟି ମନା, ଜାଣନ୍ତୁ କ’ଣ ପାଇଁ…

ଭୁବନେଶ୍ୱର,୧୧।୬: ଓଡ଼ିଶାରେ ନୂଆ ସରକାର ହେବାକୁ ଯାଉଛି। ଏହାକୁ ନେଇ ବିଭିନ୍ନସ୍ତରରେ କାର୍ଯ୍ୟକ୍ରମ ଚାଲିବ। ଏଥିଲାଗି ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତଦନୁଯାୟୀ ଆସନ୍ତା…

2 years ago

ଭୁବନେଶ୍ୱରରେ ପହଞ୍ଚିଲେ ରାଜନାଥ-ଭୂପେନ୍ଦ୍ର ଯାଦବ, ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନାମରେ ବାଜିପାରେ ମୋହର…

ଭୁବନେଶ୍ୱର,୧୧।୬: ଓଡ଼ିଶାରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଢ଼ିବାକୁ ଯାଉଛି। ବିଧାନସଭା ନିର୍ବାଚନ ୨୦୨୪ରେ ୭୮ ଆସନ ଜିତି ଭାଜପା ବହୁମତ ହାସଲ କରିଛି। ହେଲେ…

2 years ago

ଆସିଲା ନିର୍ଦ୍ଦେଶ, ଏହି ଦିନ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ୱର, ୯।୬: ରାଜ୍ୟରେ ଗ୍ରୀଷ୍ମ ଛୁଟି ସରି ଆସୁଥିବାବେଳେ ଆସନ୍ତା ୧୭ ତାରିଖରୁ ସ୍କୁଲ ଖୋଲିବ। ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସିବା ଆଗରୁ ସମସ୍ତ ପ୍ରସ୍ତୁତି ସରିବ। ସ୍କୁଲ…

2 years ago

କେନ୍ଦ୍ରମନ୍ତ୍ରୀ ହେବେ ଧର୍ମେନ୍ଦ୍ର, ଜାଣନ୍ତୁ ଓଡ଼ିଶାରୁ କିଏ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୬: ସମ୍ବଲପୁର ଏମ୍‌ପି ଧମେନ୍ଦ୍ର ପ୍ରଧାନଙ୍କୁ ପିଏମ୍‌ ଅଫିସରୁ ରବିବାର ଫୋନ୍‌ ଆସିଛି। ତେବେ ଏହି କଲ୍‌ ଆସିବା ପରେ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ସାମିଲ ହୋଇପାରନ୍ତି ବୋଲି…

2 years ago

‘ଓଡ଼ିଶାରୁ ବିଜେଡି-ନବୀନ ଯୁଗ ସରିଲା, ତାମିଲ ଶାସନ ହଟିଲା’

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୯।୬ : ଖୋର୍ଦ୍ଧା ଜେଲରୁ ବାହାରିଲେ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କୁ ରବିବାରଠାରୁ ତିନି ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲା…

2 years ago

୯୩ତମ ଜୟନ୍ତୀ ଅବସରରେ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ଭୁବନେଶ୍ୱର,୯।୬: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୩ତମ ଜୟନ୍ତୀ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟକୁ ପ୍ରଗତିଶୀଳ କରାଇବା ସହ…

2 years ago

୭୮ ବିଧାୟକଙ୍କ ମଧ୍ୟରୁ କିଏ ହେବେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ? ମନ୍ତ୍ରୀ ରେସ୍‌ରେ ଅଛନ୍ତି ଏସବୁ ହେଭିଓ୍ବେଟ…

ଭୁବନେଶ୍ୱର,୯।୬: ଗତ ସାଧାରଣ ନିର୍ବାଚନରେ ସର୍ବାଧିକ ୭୮ ଆସନରେ ବିଜୟ ପରେ ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଛି ଭାଜପା। ପ୍ରଥମ ଥର ପାଇଁ ରାଜ୍ୟରେ ଦଳର ମୁଖ୍ୟମନ୍ତ୍ରୀ…

2 years ago

ଭାଜପାରେ ଯୋଗ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୮ା୬: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ଶନିବାର ଦଳ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ପାଟ୍ଟଶାଣୀ ୧୯୯୮ରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱର…

2 years ago

ପରାଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୮।୬: ଲମ୍ବା ସମୟ ପର୍ଯ୍ୟନ୍ତ ଓଡ଼ିଶାର ସେବା କରିବା ପାଇଁ ବାରଂବାର ସୁଯୋଗ ଦେଇଥିବାରୁ ଓଡ଼ିଶାର ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଟିଆଇକୁ…

2 years ago

କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ, ଆଶୀଷ ସିଂ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮।୬: ଆଇପିଏସ ଅଧିକାରୀ ଡିଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ। ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏବେ ତାଙ୍କ…

2 years ago

୧୦ ତାରିଖ ସକାଳେ ବସିବ ଭାଜପା ବିଧାୟକ ଦଳ ବୈଠକ, ହେବ ମୁଖ୍ୟମନ୍ତ୍ରୀ ଚୟନ

ଭୁବନେଶ୍ୱର,୮।୬: ରାଜ୍ୟରେ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଆସନ୍ତା ୧୦ ତାରିଖ ଅର୍ଥାତ ଶପଥ ଗ୍ରହଣ ଦିନ ସକାଳେ ଏହାର ମୁଖ୍ୟମନ୍ତ୍ରୀ ଚୟନ କରିବ। କେନ୍ଦ୍ରୀୟ…

2 years ago

ଶନିବାର ଭାଜପା ବିଧାୟକ ଦଳ ବୈଠକ ସମ୍ଭାବନା, ମୁଖ୍ୟମନ୍ତ୍ରୀ ନାଁରେ ଲାଗିପାରେ ମୋହର

ଭୁବନେଶ୍ୱର,୭।୬: ବିଧାନସଭା ଫଳାଫଳ ପ୍ରକାଶ ପାଇବାର ତିନି ଦିନ ବିତି ଯାଇଥିଲେ ମଧ୍ୟ କିଏ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ବହୁମତ ପାଇଥିବା ଭାରତୀୟ ଜନତା ପାର୍ଟି…

2 years ago