odisha

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ଦେହାନ୍ତ

କଟକ,୨୭।୧: ସ୍ୱାଧୀନତା ସଂଗ୍ରାମୀ ତଥା ଅଲ ଇଣ୍ଡିଆ ଫ୍ରିଡମ ଫାଇଟର୍ସ ଆସୋସିଏସନର ସଭାପତି ନୀଳମଣି ସାମଲ ୧୦୧ ବର୍ଷ ବୟସରେ କଟକ ଏସସିବି ମେଡିକାଲ କଲେଜ ଏବଂ…

2 years ago

ଚଳିତ ଶୀତ ଋତୁରେ ପ୍ରଥମଥର ଓଡ଼ିଶାରେ ଜାରି ହେଲା ଶୀତଲହରୀ ଚେତାବନୀ

ଭୁବନେଶ୍ୱର,୨୬।୧: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ଆଗାମୀ ଦୁଇଦିନ ମଧ୍ୟରେ ଗୋଟିଏ ଦୁଇଟି…

2 years ago

ଫେବୃଆରୀରେ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

ନୂଆଦିଲ୍ଲୀ,୨୫।୧: ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ…

2 years ago

କାଳ ହେଲା ଅଦିନିଆ ବର୍ଷା: ମଣ୍ଡିରୁ ଉଠୁନି ବରଗଡ଼ ଚାଷୀଙ୍କ ଧାନ, ବର୍ଷାରେ ଭିଜୁଛି

ମଥୁରାନଗରୀ,୨୫।୧(ପ୍ରେମାନନ୍ଦ ଖମାରୀ): ଅଦିନିଆ ବର୍ଷା ଯୋଗୁ ବରଗଡ଼ ଜିଲା ଚାଷୀଙ୍କ ଅମଳ ଧାନ ପ୍ରଭାବିତ ହୋଇଛି। ଜିଲାର ବିଭିନ୍ନ ମଣ୍ଡିର ଖୋଲା ଆକାଶତଳେ ରହିଥିବା ଧାନ କ୍ଷତିଗ୍ରସ୍ତ…

2 years ago

ବିଜେଡି ଗଡ଼ରେ ପ୍ରାର୍ଥୀ ଖୋଜୁଛି ଭାଜପା

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ସଂରକ୍ଷିତ (ଏସ୍‌ଟି) ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ରମାଗତ ଚତୁର୍ଥଥର ବିଜେଡି ଦଖଲ କରିବାକୁ ଉଦ୍ୟମ ଚଳାଉଛି। ଭାଜପା ଉକ୍ତ…

2 years ago

ଟ୍ରାଏଲ୍‌ ରନ୍‌ ସମୟରେ ଟ୍ରେନ୍‌ରେ କଟି ୨ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ

ରାୟଗଡା/ଜେକେପୁର,୨୫।୧(ଆଶିଷ ରଞ୍ଜନ ପଣ୍ଡା/ନିଧି ଗାଣ୍ଡେଚା): ରାୟଗଡ଼ା- ଜେକେପୁର ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ ହେବା ପରେ ବୁଧବାର ରାତିରେ ଟ୍ରାଏଲ ରନ୍‌ କରାଯାଇଥିଲା। ଏହି ସମୟରେ…

2 years ago

ଓଡ଼ିଶାରେ ହ୍ରାସ ପାଉଛି ଲିଙ୍ଗଗତ ଅସମାନତା, ୭ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୨୪।୧: ଓଡ଼ିଶାରେ ହ୍ରାସ ପାଇବାରେ ଲାଗିଛି ଲିଙ୍ଗଗତ ଅସମାନତା। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ସାତୋଟି ଜିଲାରେ ଏହା ଚିନ୍ତାଜନକ ସ୍ଥିତିରେ ରହିଛି। ବୁଧବାର ଦେଶ ଜାତୀୟ…

2 years ago

ଆଇପିଏସ ସ୍ତରରେ ବଡ଼ ଅଦଳବଦଳ, ବଦଳିଲେ ୬ ଜିଲାର ଏସ୍‌ପି

ଭୁବନେଶ୍ୱର,୨୪।୧: ଆଇପିଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ୧୯୯୪ ବ୍ୟାଚ୍ ଆଇପିଏସ ଅଫିସର ସଂଜୀବ ପଣ୍ଡା।…

2 years ago

୧୨ ଜିଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ, ୨ ଦିନ ପରେ ବଢିବ ଶୀତ

ଭୁବନେଶ୍ୱର,୨୪।୧: ଓଡ଼ିଶା ଉପରେ ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ରାଜ୍ୟକୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ…

2 years ago

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ପୁଣି ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ହାଇକୋର୍ଟ

କଟକ,୨୪ା୧ (କାର୍ତ୍ତିକ ସାହୁ) ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଆଗତ ମାମଲାରେ ହାଇକୋର୍ଟ ପୁଣି…

2 years ago

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗ: ପୁଣି ଧର୍ମେନ୍ଦ୍ର-ପ୍ରଣବ କଥା କଟାକଟି

ଭୁବନେଶ୍ୱର, ୨୨।୧ (ଅସମାପିକା ସାହୁ): କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗ ନେଇ ପୁଣି ରବିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ରାଜ୍ୟ ସାଙ୍ଗଠନିକ…

2 years ago

ରଣଜୀ ମ୍ୟାଚରେ ସନ୍ଦୀପଙ୍କ ଲଢୁଆ ଶତକ, ଜମ୍ମୁ-କଶ୍ମୀର ଆଗରେ ବିଜୟ ଲକ୍ଷ୍ୟ ୧୪୯ ରନ୍‌

ଭୁବନେଶ୍ୱର, ୨୧।୧: କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପାଇଁ ଲଢୁଆ ଶତକ ହାସଲ କରିଛନ୍ତି ସନ୍ଦୀପ ପଟ୍ଟନାୟକ।…

2 years ago