ଅତି ପ୍ରବଳ ବର୍ଷା ସମ୍ଭାବନା : ଏହି ଜିଲାରେ ୪୦-୫୦ କିମି ବେଗରେ ବହିବ ପବନ ଭୁବନେଶ୍ୱର, ୨୭ା୯: ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ ଦିଗକୁ ଗତିକରି ୨୭ ତାରିଖ ଶନିବାର ସକାଳେ ପୁରୀ ଏବଂ କଳିଙ୍ଗପଟନମ୍ ମଧ୍ୟରେ ଗୋପାଳପୁର...