ବିଧାୟକଙ୍କ ଗାଡ଼ି ଭଙ୍ଗାରୁଜା ଡ୍ରାଇଭରକୁ ମାଡ଼, ଅଭିଯୁକ୍ତଙ୍କୁ ଉଠାଇ ନେଲା ପୋଲିସ ପୁରୀ,୨୮।୪: ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ି ଉପରେ ହୋଇଛି ଆକ୍ରମଣ। ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ ପାଇଁ ଯାଇଥିଲାବେଳେ ଏହି ଘଟଣା ଘଟିଛି। ତାଙ୍କ ଗାଡ଼ି ଡ୍ରାଇଭରଙ୍କୁ ମଧ୍ୟ ଅଭିଯୁକ୍ତ ବ୍ୟକ୍ତି ଦ୍ୱାରା ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।...