ଦାଦନ ଖଟିବାକୁ ଯାଇ ତିନି ବର୍ଷରେ ୨୩୩ ହରାଇଲେଣି ଜୀବନ, ଏହି ଜିଲାରୁ ସର୍ବାଧିକ ଭୁବନେଶ୍ୱର,୩।୧୨: ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଯାଇ ଜୀବନ ହରାଉଛନ୍ତି ଓଡ଼ିଆ ଲୋକ। ଏହି ସଂଖ୍ୟା ଗତ ତିନି ବର୍ଷରେ ୨୩୩ ରହିଛି। ଯାହା ସରକାରଙ୍କ ପାଇଁ ଚିନ୍ତାଜନକ ହେବା କଥା। ମଙ୍ଗଳବାର ବିଧାନସଭାରେ ଶ୍ରମ ଓ କର୍ମଚାରୀ ରାଜ୍ୟ…