ଓଡ଼ିଶାରେ ଭୁଷୁଡ଼ିଲାଣି ଶିକ୍ଷା ବ୍ୟବସ୍ଥା: ଫେଡ଼ାଣ ଜାଣି ନାହାନ୍ତି ଅଷ୍ଟମ ଶ୍ରେଣୀ ପିଲା ଭୁବନେଶ୍ୱର,୧୪ା୨: ସରକାର ଓଡ଼ିଶାରେ ଶିକ୍ଷାର ଗୁଣବତ୍ତା ଉନ୍ନତ କରିବା ପାଇଁ ପ୍ରୟାସ କରୁଥିବା ବେଳେ, ୮ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିୟୋଗ ଏବଂ ହରଣ ଭଳି ଗାଣିତିକ ଗଣନାରେ ପଛରେ ପଡ଼ିଛନ୍ତି। ତେବେ ଏହି ସଂଖ୍ୟା ପ୍ରତିବର୍ଷ ବଢିଚାଲିଛିବରୁ ଏହା ଚିନ୍ତାଜନକ...