ଭୁବନେଶ୍ୱର,୧୨ା୩: ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ଦ୍ୱାରା ଓଡ଼ିଶାର ସର୍ବଶେଷ ଡଲଫିନ୍ ଗଣନା ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ୭୧୦ ଡଲଫିନ୍ ଅଛନ୍ତି, ଯାହା ସାମୁଦ୍ରିକ ସଂରକ୍ଷଣରେ…