ନୂଆଦିଲ୍ଲୀ,୨୩ା୨: ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପେନ୍ସନ) ନିୟମାବଳୀ, ୧୯୯୨ ଅନୁଯାୟୀ ଓ୍ବାର୍କଚାର୍ଜଡ କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ରହିଥିବା ସୁପ୍ରିମକୋର୍ଟ କହିଛନ୍ତି। ଓଡ଼ିଶା…