ଓଡ଼ିଶା ଦଶମ ବୋର୍ଡ ପରୀକ୍ଷା ୨୦୨୪: ପ୍ରଶ୍ନପତ୍ର ଲିକ୍ ହେଲେ ସ୍କୁଲ୍ ପ୍ରଧାନଶିକ୍ଷକ ଦାୟୀ ଭୁବନେଶ୍ଵର,୧୦।୨: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍ଇ) ଓଡ଼ିଶା ଦଶମ ବୋର୍ଡ ପରୀକ୍ଷା ୨୦୨୪ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି। ଫେବୃଆରୀ ୨୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ୟ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ଶୃଙ୍ଖଳାର ସହିତ ପରୀକ୍ଷା ପରିଚାଳନା...