ସୁଦାନରେ ଓଡ଼ିଆ ଯୁବକ ଅପହୃତ; ମୁକୁଳାଇବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ ଭୁବନେଶ୍ୱର,୩।୧୧: ସୁଦାନରେ ଓଡ଼ିଶାର ଜଣେ ଯୁବକ ଅପହୃତ ହୋଇଛନ୍ତି। ଜଗତସିଂହପୁର ଜିଲା କୋଟକଣା ଗାଁର ଆଦର୍ଶ ବେହେରା (୩୬) ବିଦ୍ରୋହୀ ଗୋଷ୍ଠୀ ର୍ୟାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ଦ୍ୱାରା ଅପହୃତ ହୋଇଛନ୍ତି ବୋଲି ଅଭିଯୋଗ। ଆଦର୍ଶ ୨୦୨୨ ଠାରୁ ସୁଦାନର...