ରାତାରାତି ବଦଳିଗଲା ଭାଗ୍ୟ: ପୁଣି ଜଣେ ଓଡ଼ିଆ ଜିତିଲେ ୩ କୋଟି ଟଙ୍କା, ମହିନ୍ଦ୍ରା ଥାର ପୁରୀ, ୭।୫: ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକର ସିଆରା ଗାଁର ସୁକାନ୍ତ ପ୍ରଧାନ ଅନଲାଇନ ଗେମ ଖେଳି କୋଟିପତି ହୋଇଛନ୍ତି। ସେ ମହିନ୍ଦ୍ରା ଥାର କାର ପୁରସ୍କାର ସହିତ ତିନି କୋଟି ଟଙ୍କା ପାଇଛନ୍ତି। ବର୍ତ୍ତମାନ, ତାଙ୍କୁ ବନ୍ଧୁ ଏବଂ ସହକର୍ମୀଙ୍କଠାରୁ…