OAS ସ୍ତରରେ ବଡ଼ ଅଦଳବଦଳ: ଅନେକ ବରିଷ୍ଠ ଅଧିକାରୀଙ୍କ ବଦଳି, ନୂତନ ନିଯୁକ୍ତି ଭୁବନେଶ୍ୱର,୨୫ା୭: ଓଡ଼ିଶା ସରକାରଙ୍କ ସାଧାରଣ ପରିଚାଳନା ଓ ଜନଶକ୍ତି ଅଭିଯୋଗ ବିଭାଗ (GA & PG) ଦ୍ୱାରା ରାଜ୍ୟରେ OAS ଅଧିକାରୀମାନଙ୍କ ସ୍ତରରେ ଏକ ବଡ଼ ଅଦଳବଦଳ କରିଛନ୍ତି। ଏଥିରେ ବହୁସଂଖ୍ୟକ ବଦଳି ଓ ନୂତନ ନିଯୁକ୍ତି ଅନ୍ତର୍ଭୁକ୍ତ ଅଛି।...