ଇତିହାସ ରଚିଲା Nvidia: ପ୍ରଥମ କମ୍ପାନୀ ଭାବେ ବଜାର ମୂଲ୍ୟ ଛୁଇଁଲା ୫ ଟ୍ରିଲିୟନ୍ ଡଲାର୍ ନୂଆଦିଲ୍ଲୀ,୨୯।୧୦: କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ବିପ୍ଳବ ଆଣିଥିବା ଚିପ୍ ନିର୍ମାତା କମ୍ପାନୀ Nvidia ବୁଧବାର ଇତିହାସ ସୃଷ୍ଟି କରି ବିଶ୍ୱର ପ୍ରଥମ କମ୍ପାନୀ ଭାବରେ ୫ ଟ୍ରିଲିୟନ୍ ଡଲାର୍ (ପାଖାପାଖି ୪୨୦ ଲକ୍ଷ କୋଟି ଟଙ୍କା) ର ବଜାର ମୂଲ୍ୟରେ…